ଆସନ୍ତା କାଲି ପବିତ୍ର ରଜ ଉପଲକ୍ଷେ ସାମାଜିକ ନାଟକ “କଳଙ୍କ ମୋପାଇଁ ଚନ୍ଦନ ଟୋପା” ମଞ୍ଚସ୍ଥ ହେବ
ଆସନ୍ତା କାଲି ପବିତ୍ର ରଜ ଉପଲକ୍ଷେ ସାମାଜିକ ନାଟକ “କଳଙ୍କ ମୋପାଇଁ ଚନ୍ଦନ ଟୋପା” ମଞ୍ଚସ୍ଥ ହେବ
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଉଡ଼ିଆ ଗ୍ରାମରେ ବଜରଙ୍ଗୀ ନାଟ୍ୟ ସଂସଦର ଅଷ୍ଟମ ବାର୍ଷିକ ଅବଦାନରେ ଆସନ୍ତା 15/06/2026 ସୋମବାର ପବିତ୍ର ରଜ ଉପଲକ୍ଷେ ସାମାଜିକ ନାଟକ “କଳଙ୍କ ମୋପାଇଁ ଚନ୍ଦନ ଟୋପା” ମଞ୍ଚସ୍ଥ ହେବାକୁ ଯାଉଛି।
ଏହି ମହାନ ମଞ୍ଚକୁ ଶୁଭ ଉଦ୍ଘାଟନ କରିବେ ଧରାକୋଟ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଶ୍ରୀ ଗୀତାଞ୍ଜଳି ଦେବୀ।
ମୁଖ୍ୟ ଅତିଥି ଭାବେ ଯୋଗଦେବେ ଶ୍ରୀମତୀ ରଞ୍ଜିତା ସାହୁ ଏବଂ ମୁଖ୍ୟ ବକ୍ତା ଭାବେ ଯୋଗଦେବେ ଜିଲ୍ଲାପରିଷଦ ଅମିନ ପ୍ରଧାନ।
ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ରହିବେ: • ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ଶ୍ରୀ ସିମାଞ୍ଚଳ ପାତ୍ର
• ଉପାଧ୍ୟକ୍ଷା ଶ୍ରୀମତୀ ରିଙ୍କି ନାୟକ
• ଗ୍ରାମ ସଭାପତି ଶ୍ରୀ କାଳୁ ଚରଣ ପରିଡା
• କଉଡ଼ିଆ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ଖୁଣ୍ଟିଆ
• ପୂର୍ବତନ ସରପଞ୍ଚ ଶ୍ରୀମତୀ ରୀନା ଦଳେଇ
• ସମାଜସେବୀ ଶ୍ରୀ ମାର୍କତ କେଶରୀ ପରିଡା
✨ ମୁଖ୍ୟ ଆକର୍ଷଣ:
ଓଡ଼ିଆ ଚଳଚ୍ଚିତ୍ର ଜଗତର ଚୁଲବୁଲି ନାୟିକା ଭୂମିକା ଦାଶ ଯୋଗଦେଇ ଦର୍ଶକମାନଙ୍କୁ ମନୋରଞ୍ଜନ କରିବେ।
ଏହି ଅବସରରେ ଅନୁଷ୍ଠାନର ସଭାପତି ଶ୍ରୀ ଲଡୁ କିଶୋର ପାତ୍ର ଓ ସମସ୍ତ କମିଟି ସଦସ୍ୟବୃନ୍ଦ କାଲି ରାତି 8:30 PMରେ ବହୁ ସଂଖ୍ୟାରେ ଜନ ସମାଗମ ହୋଇ ରଜ ମଉଜ କରିବା ସହିତ ନାଟକ ପରିବେଷଣ ହେବ | ଏଣୁ ଅନୁଷ୍ଠାନର ସଭାପତି ଶ୍ରୀ ଲଡୁ କିଶୋର ପାତ୍ର ଓ ସମସ୍ତ କମିଟି ସଦସ୍ୟବୃନ୍ଦ ବହୁ ସଂଖ୍ୟା ରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0